7 Mindsets For Success, Happiness And Fulfilment

(0)

Language:

Odia

Category:

Self-help

350

₹ 280 (20% off)

Unavailable

Ships within 48 Hours

Free Shipping in India on orders above Rs. 1100

ବିଚାର ଏବଂ ଭାବନା ଯାହାକି ସମୟ ସହିତ ଦୃଢ ଓ ଅବିଚଳିତ ଭାବରେ କର୍ମରତ ରହିଥାଏ ତାହା ଏକ ଦୃଷ୍ଟିକୋଣରେ କଠୋର ହୋଇ ଯାଇଥାଏ | ଯଦି ଆପଣ ଗୋଟିଏ ମନୋଭାବ ସହିତ ଯଥେଷ୍ଟ ଅଧିକ ସମୟ ରହୁଛନ୍ତି , ତେବେ ଏହା ଅନ୍ୟ ଏକ ସ୍ଵଭାବରେ ପରିଣତ ହୋଇଯିବ – ଏକ ମାନସିକତା | ଭୁଲ ମାନସିକତା ଆପଣଙ୍କୁ ସନ୍ତୋଷ, ଆନନ୍ଦ, ଜ୍ଞାନର ପଥରୁ ଦୂରେଇ ନେଇପାରେ | ସଠିକ ଆପଣଙ୍କୁ ସଫଳତା ତଥା ପୂର୍ଣ୍ଣତାର ପଥ ଏବଂ ଏକ ଅସାଧାରଣ ଜୀବନ ପ୍ରତି ଈଶାରା କରିବ | ବିଜ୍ଞାନକୁ ବୈଦିକ ଶାସ୍ତ୍ର ଏବଂ ତର୍କଶାସ୍ତ୍ର ସହିତ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ସହକାରେ ସମିଶ୍ରଣ କରି ସ୍ଵାମୀ ମୁକୁନ୍ଦାନନ୍ଦ ୭ଟି ମାନସିକତାର ରହସ୍ୟ ଉନ୍ମୋଚନ କରିଛନ୍ତି – ମନ ଏବଂ ବୁଦ୍ଧିକୁ ତାଲିମ କରିବା ତଥା ଏଥି ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଖୋଲିବାର ୭ଟି କୌଶଳ | ଆଇଆଇଟି ଏବଂ ଆଇଆଇଏମ ର ପ୍ରାକ୍ତନ ଛାତ୍ର, ସ୍ବାମୀଜୀ ମନ ପ୍ରବନ୍ଧନ ଏବଂ ଜୀବନ ପରିବର୍ତ୍ତନ ନିମିତ୍ତ ଏହି ଶକ୍ତିଶାଳୀ ତଥାପି ସରଳ କୌଶଳଗୁଡିକ ବୈଦିକ ଶାସ୍ତ୍ର ପ୍ରତି ତାଙ୍କର କେତେକ ଦଶନ୍ଧି ଧରି ଦକ୍ଷତାରୁ ଉପସ୍ଥାପନ କରିଛନ୍ତି |

Read more

ISBN
9789355430519
Pages
230
Avg Reading Time
8 hrs
Age
18+ yrs
Country of Origin
India

Format:

This Book is out of stock
This Book is out of stock

Piracy Free

Express Delivery

Secure Payment

About the Book

ବିଚାର ଏବଂ ଭାବନା ଯାହାକି ସମୟ ସହିତ ଦୃଢ ଓ ଅବିଚଳିତ ଭାବରେ କର୍ମରତ ରହିଥାଏ ତାହା ଏକ ଦୃଷ୍ଟିକୋଣରେ କଠୋର ହୋଇ ଯାଇଥାଏ | ଯଦି ଆପଣ ଗୋଟିଏ ମନୋଭାବ ସହିତ ଯଥେଷ୍ଟ ଅଧିକ ସମୟ ରହୁଛନ୍ତି , ତେବେ ଏହା ଅନ୍ୟ ଏକ ସ୍ଵଭାବରେ ପରିଣତ ହୋଇଯିବ – ଏକ ମାନସିକତା | ଭୁଲ ମାନସିକତା ଆପଣଙ୍କୁ ସନ୍ତୋଷ, ଆନନ୍ଦ, ଜ୍ଞାନର ପଥରୁ ଦୂରେଇ ନେଇପାରେ | ସଠିକ ଆପଣଙ୍କୁ ସଫଳତା ତଥା ପୂର୍ଣ୍ଣତାର ପଥ ଏବଂ ଏକ ଅସାଧାରଣ ଜୀବନ ପ୍ରତି ଈଶାରା କରିବ | ବିଜ୍ଞାନକୁ ବୈଦିକ ଶାସ୍ତ୍ର ଏବଂ ତର୍କଶାସ୍ତ୍ର ସହିତ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ସହକାରେ ସମିଶ୍ରଣ କରି ସ୍ଵାମୀ ମୁକୁନ୍ଦାନନ୍ଦ ୭ଟି ମାନସିକତାର ରହସ୍ୟ ଉନ୍ମୋଚନ କରିଛନ୍ତି – ମନ ଏବଂ ବୁଦ୍ଧିକୁ ତାଲିମ କରିବା ତଥା ଏଥି ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଖୋଲିବାର ୭ଟି କୌଶଳ | ଆଇଆଇଟି ଏବଂ ଆଇଆଇଏମ ର ପ୍ରାକ୍ତନ ଛାତ୍ର, ସ୍ବାମୀଜୀ ମନ ପ୍ରବନ୍ଧନ ଏବଂ ଜୀବନ ପରିବର୍ତ୍ତନ ନିମିତ୍ତ ଏହି ଶକ୍ତିଶାଳୀ ତଥାପି ସରଳ କୌଶଳଗୁଡିକ ବୈଦିକ ଶାସ୍ତ୍ର ପ୍ରତି ତାଙ୍କର କେତେକ ଦଶନ୍ଧି ଧରି ଦକ୍ଷତାରୁ ଉପସ୍ଥାପନ କରିଛନ୍ତି |

Book Details

  • ISBN
    9789355430519
  • Pages
    230
  • Avg Reading Time
    8 hrs
  • Age
    18+ yrs
  • Country of Origin
    India

Recommended For You

Customer Reviews

Be the first to write a review...

(0)

0 out of 5

Book

Hurry! Limited-Time Coupon Code

WORDPOWER
* Terms and Conditions applied.

Offers

Best Deal

Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua

Lorem ipsum dolor sit amet, consectetur adipiscing elit, sed do eiusmod tempor incididunt ut labore et dolore magna aliqua. Ut enim ad minim veniam, quis nostrud exercitation ullamco laboris nisi ut aliquip ex ea commodo consequat.

whatsapp